‘ଭୁବନେଶ୍ୱର ନ୍ୟୁ’ ଷ୍ଟେସନ୍‌ରେ ଅଟକିବ ୪ ଟ୍ରେନ୍‌

ଭୁବନେଶ୍ବର: ଭୁବନେଶ୍ବର ନୂଆ ରେଳଷ୍ଟେସନ୍‌ ପୂର୍ଣ୍ଣାଙ୍ଗ କେବେ? ସୋମବାର ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ପୂର୍ବତଟ ରେଳପଥ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଏହି ଷ୍ଟେସନ୍‌ରେ ୪ଟି ଟ୍ରେନ୍‌ ରହଣି ପାଇଁ ସ୍ଥିର ହୋଇଛି। ଉକ୍ତ ଟ୍ରେନ୍‌ଗୁଡ଼ିକ ହେଲା, ପୁରୀ-କଟକ-ପୁରୀ ମେମୁ, ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ, ପଲାସା-କଟକ-ପଲାସା ପାସେଞ୍ଜର ଓ ଖଡ଼ଗପୁର-ଖୋର୍ଦ୍ଧା ରୋଡ୍‌-ଖଡ଼ଗପୁର ଫାଷ୍ଟ ପାସେଞ୍ଜର୍‌। ଆସନ୍ତା ୧୦ ତାରିଖଠାରୁ ଏହା କାର୍ଯ୍ୟକ୍ଷମ ହେବ ବୋଲି ‌ରେଳପଥ ପକ୍ଷରୁ ସୂଚନା … Continue reading ‘ଭୁବନେଶ୍ୱର ନ୍ୟୁ’ ଷ୍ଟେସନ୍‌ରେ ଅଟକିବ ୪ ଟ୍ରେନ୍‌